ଭୁବନେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନ୍ ସୁଗର୍ ଜବତ

Feb 6, 2024 - 19:04
 10

ଭୁବନେଶ୍ୱର: ଭୁବନେଶ୍ବରରୁ ଏକ କେଜିର ବ୍ରାଉନ୍ ସୁଗର୍ ଜବତ ହୋଇଛି। ଜବତ ବ୍ରାଉନ୍ ସୁଗର୍ ର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ପୋଲିସ୍ ଦ୍ଵାରା ଗିରଫ ହୋଇଛନ୍ତି।