ସରିଲା ବିଧାନସଭାର ବଜେଟ ଅଧିବେଶନ

Feb 9, 2024 - 22:00
 54
ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ସରିଲା ଷୋଡ଼ଶ ବିଧାନସଭାର ବଜେଟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି। ୨ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭା। ମୋଟ ୫ ଦିନ ଚାଲିଲା ବିଧାନସଭାର ବଜେଟ ଅଧିବେଶନ।