ବଜ୍ରପାତରେ ଦୁଇ ଚାଷୀ ମୃତ

Sep 10, 2024 - 21:47
 5

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ଡୁମପଦା ଗାଁ ନିକଟ ବିଲରେ କାମକରୁଥିବା ବେଳେ ହୋଇଥିଲା ବଜ୍ରପାତ। ମୃତକ ବେତନାଟି ଥାନା ଭୁଦୁରୁବଣି ଗାଁର ଗୋବିନ୍ଦ ମହନ୍ତ। ଅନ୍ୟ ଜଣେ ମୃତକ ସଂଖଯୋଡ଼ି ଗାଁର ଶିବ ହାଁସଦା।