ଗଞ୍ଜାମରେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

Aug 7, 2023 - 17:40
Aug 28, 2023 - 14:36
 36
ଗଞ୍ଜାମରେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଂଜନଗର ଅଂଚଳରେ ଏକ ପୋଖରୀରୁ ଜଣେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବଡ଼ଗଡ଼ ଥାନା ନିକଟ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି | ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି,ମୃତଦେହ ଜବତ କରି ମେଡିକାଲ ପଠାଯାଇଛି।