ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ

Sep 21, 2024 - 22:51
 6
ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ

ସମ୍ବଲପୁର: ସର୍ବୋଚ୍ଚ ଜଳସ୍ତର ଛୁଇଁଲା ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର। ସୂଚନା ଅନୁଯାୟୀ, ୬୩୦ ଫୁଟ୍ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳଭଣ୍ଡାରରେ ପ୍ରବେଶ କରୁଛି ୫୭ ହଜାର ୩୯୨ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୩୭ ହଜାର ୩୩୪ କ୍ୟୁସେକ ଜଳ।