ଭୁବନେଶ୍ବରରେ ସେଲୁନ୍ ଓ ସ୍ପା ରେ ଚଢ଼ାଉ; ଦୁଇ ଯୁବତୀ ଉଦ୍ଧାର, ଯୁବକ ଅଟକ

Oct 19, 2024 - 20:22
 5

ଭୁବନେଶ୍ୱର: ଭୁବନେଶ୍ୱର ରବି ଟକିଜ୍ ଛକରେ ଥିବା ଏକ ସଲୁନ୍ ଓ ସ୍ପା ସେଣ୍ଟର୍ ରେ ଚଢ଼ାଉ କରିଛି ବଡଗଡ ଥାନା ପୋଲିସ୍। ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରି ଜଣେ ଯୁବକଙ୍କୁ ଅଟକ ରଖିଲା ପୋଲିସ୍। ସ୍ପା ରେ ଯୁବତୀଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ ହେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।