ଆଜି ଭୁବନେଶ୍ବରରେ ପାଣି ବନ୍ଦ

Oct 18, 2024 - 23:57
 44

ଭୁବନେଶ୍ୱର: ଆଜି ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ବନ୍ଦ ରହିବ ପାଇପ୍‌ ପାଣି ଯୋଗାଣ। ମୁଖ୍ୟ ପାଇପ୍‌ ମରାମତି ଯୋଗୁଁ ମୁଣ୍ଡୁଳୀରୁ ବନ୍ଦ ରହିବ ଜଳଯୋଗାଣ। ଆଜି ଦିନ ୨ଟାରୁ ୨୪ ଘଣ୍ଟା ପାଇଁ ପାଣି ବନ୍ଦ ରହିବ ବୋଲି ୱାଟ୍‌କୋର ପକ୍ଷରୁ ସୂଚନା ମିଳିଛି।