୨୯ରେ ଆରମ୍ଭ ହେଲା ଆୟୁଷ୍ମାନ ଯୋଜନା

Oct 27, 2024 - 22:44
 37

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାର ହେବ ଶୁଭାରମ୍ଭ। ଅକ୍ଟୋବର ୨୯ରେ ହେବ ଶୁଭାରମ୍ଭ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭିସିରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।