ଭୁବନେଶ୍ବରରେ ବାଣ ଅଘଟଣରେ ୨୦ ରୁ ଅଧିକ ଆହତ

Nov 1, 2024 - 00:06
 37

ଭୁବନେଶ୍ୱର : ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ବାଣ ଅଘଟଣରେ ୨୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ୪ ରୁ ୫ ଜଣ ଛୋଟ ପିଲା। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।