ବାଣ ବିସ୍ପୋରଣରେ ୩ ଗୁରୁତର

Nov 1, 2024 - 00:06
 77

ପୁରୀ: ପୁରୀ ବାଟ ଗାଁ ରାଉତ ସାହିରେ ବାଣ ବିସ୍ପୋରଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏକ ଘରେ ବାଣ ତିଆରି ବେଳେ ହୋଇଥିଲା ବିସ୍ଫୋରଣ।