ପୁରୀ ଶ୍ରୀମନ୍ଦିରର ପ୍ରବଳ ଠେଲାପେଲା

Nov 12, 2024 - 21:46
 4

ପୁରୀ: ମହାପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଠେଲାପେଲା ହୋଇଛି। ସିଂହଦ୍ଵାର ସମ୍ମୁଖରେ ଭକ୍ତଙ୍କ ଠେଲାପେଲା ଯୋଗୁଁ କଲବଲ ହୋଇପଡ଼ିଲେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି। ଦର୍ଶନ ବ୍ୟବସ୍ଥା ଓ ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କଲେ ଭକ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପଞ୍ଚୁକ ନୀତି ଆରମ୍ଭ ହୋଇଛି।