ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

May 1, 2024 - 00:19
 8
ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କଲେ ନାମାଙ୍କନ। ମା' ତାରାତାରିଣୀଙ୍କ ଦର୍ଶନ କରି ନାମାଙ୍କନ ଦାଖଲ କଲେ ନବୀନ। ଉପସ୍ଥିତ ଥିଲେ ୫ଟି ଅଧକ୍ଷ ଭିକେ ପଣ୍ଡିଆନ ଓ ବହୁ ନେତା।