ଆଜି ବାବା ଧବଳେଶ୍ଵର ପୀଠରେ ବଡ଼ଓଷା ପର୍ବ

Nov 13, 2024 - 19:19
 6
ଆଜି ବାବା ଧବଳେଶ୍ଵର ପୀଠରେ ବଡ଼ଓଷା ପର୍ବ

ଆଠଗଡ଼: ଆଜି କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା ପର୍ବ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ରାତିରେ ଧବଳେଶ୍ଵରଙ୍କ ଠାରେ ଲାଗି ହେବ ଗଜଭୋଗ। ବଡ଼ସିଂହାର ବେଶରେ_ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଧର୍ମ ମାସ କାର୍ତ୍ତିକର ମହାନ୍ ପର୍ବ ବଡ଼ଓଷା ପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ।