ଓଡ଼ିଶାରେ ଆସିବ ନୂଆ ରୋଡ଼ ପଲିସି

Nov 17, 2024 - 22:45
 47

ଭୁବନେଶ୍ୱର: ଓଡ଼ିଶାରେ ଖୁବ ଶୀଘ୍ର ଆସିବ ନୂଆ ରୋଡ଼ ପଲିସି। ବିଭିନ୍ନ ବିଭାଗକୁ ନେଇ ପ୍ରସ୍ତୁତ ହେବ ପଲିସି। ପୂର୍ତ୍ତ, ଗ୍ରାମ ଉନ୍ନୟନ, ପଞ୍ଚାୟତି ରାଜ, ନଗର ଉନ୍ନୟନ ଓ ଜଳ ସମ୍ପାଦ ବିଭାଗୁକୁ ନେଇ ପ୍ରସ୍ତୁତ ହେବ ପଲିସି। ରାସ୍ତା ମରାମନ୍ତି ଓ ହସ୍ତାନ୍ତର ନେଇ ଆସିବ ଏହି ପଲିସି ବୋଲି ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।