ବରଗଡ଼ରେ ଖୋଲିଲା ଧାନ ମଣ୍ଡି

Nov 20, 2024 - 22:26
 8

ବରଗଡ଼: ବରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଖୋଲିଲା ଧାନ ମଣ୍ଡି। ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଧାନ କ୍ଵିଣ୍ଟାଲ ପିଛା ଚାଷୀଙ୍କୁ ମିଳିବ ୩୧୦୦ ଟଙ୍କା । ଧାନର ମାନ ନିର୍ଦ୍ଧାରଣ କରିବ ଗ୍ରେନ୍ ଆନାଲାଇଜର। ବାହାର ରାଜ୍ୟର ଚାଷୀ ଓ ବେପାରୀଙ୍କ ଉପରେ ରହିଛି ନଜର।