କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବାଲିଅନ୍ତା ଥାନା ରଙ୍ଗବଜାରରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି। ଟ୍ୟୁସନ ସାର୍ଙ୍କ ସହ ସରସ୍ବତୀ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ ଛାତ୍ର।
fingerprint news b... Feb 21, 2025 1
fingerprint news b... Nov 20, 2024 11
fingerprint news b... Oct 5, 2024 14
fingerprint news b... Sep 26, 2024 12
fingerprint news b... Jan 10, 2025 8
fingerprint news b... Dec 21, 2024 11
fingerprint news b... Dec 17, 2024 9
fingerprint news b... Dec 14, 2024 11
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବାଲିଅନ୍ତା ଥାନା ରଙ୍ଗବଜାରରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି। ଟ୍ୟୁସନ ସାର୍ଙ୍କ ସହ ସରସ୍ବତୀ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ ଛାତ୍ର।
fingerprint news b... Jul 6, 2024 8
fingerprint news b... Oct 22, 2023 75
fingerprint news b... Oct 30, 2024 29
fingerprint news b... Feb 23, 2025 1
fingerprint news b... Feb 21, 2025 1