ଭୁବନେଶ୍ବରରେ କାର୍-ବାଇକ ଧକ୍କା; ୩ ମୃତ

Feb 11, 2025 - 22:24
 3

ଭୁବନେଶ୍ବର: ଭୁବନେଶ୍ୱର ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ବାଇକକୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ୩ ଜଣ ଯୁବକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା କାର୍‌। କାର୍‌ ଡ୍ରାଇଭରକୁ ଅଟକ ରଖି ବଡ଼ଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି।