ଓଡ଼ିଶାର ବିଭିନ୍ନ ସ୍ଥାନରେ ବଢ଼ିଲା ରାତି ତାପମାତ୍ରା

Feb 11, 2025 - 22:24
 2

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା। ରାଜ୍ୟକୁ ପ୍ରବେଶ କରୁଛି ଉଷ୍ମ ଜଳିଅବାସ୍ପ ପୂର୍ଣ୍ଣ ବାୟୁ। ରାତି ତାପମାତ୍ରା ବାଢ଼ିବା ସହ ଶୀତର ପ୍ରକୋପ କମିବା ସମ୍ଭାବନା ରହିଛି। ଗୁରୁଚାପ ବଳୟ ପ୍ରଭାବରେ ଅନେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବା ସମ୍ଭାବନା ରହିଛି।