ଭୁବନେଶ୍ୱରରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର

Apr 4, 2025 - 17:15
 7

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ପୋଲିସ୍। ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବେଳେ ବିହାରର ଦୁଇ କୁଖ୍ୟାତ ଲୁଟେରା- ସୋନୁ ଯାଦବ ଓ ମନିଶ ଯାଦବ- ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ।