ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ

Oct 23, 2023 - 16:45
Oct 23, 2023 - 16:59
 8
ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର: ସ୍ବେଚ୍ଛାକୃତ ଅବସର ନେଲେ ଆଇଏଏସ ଅଧିକାରୀ ଭି. କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ପଣ୍ଡିଆନ। ଅକ୍ଟୋବର ୨୦ ରେ ଭିଆରଏସ ପାଇଁ ସେ ଆବେଦନ କରିଥିଲେ। ଆବେଦନକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର।