ସମ୍ବଲପୁର ଗସ୍ତରେ 5T ଅଧ୍ୟକ୍ଷ
ସମ୍ବଲପୁର: ସମ୍ବଲପୁର ଗସ୍ତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ସମଲେଶ୍ବରୀ ମନ୍ଦିରରେ ମାଆ ଙ୍କ ଦର୍ଶନ କଲେ ପାଣ୍ଡିଆନ। ଦର୍ଶନ ସହ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ। ଉପସ୍ଥିତ ଥିଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ।