ପୁରୀ ଶ୍ରୀମନ୍ଦିରରେ ସମ୍ମୁଖରେ କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ
ପୁରୀ: ପୁରୀ ଶ୍ରୀମନ୍ଦିରରେ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆୟୋଜନ କରାଯାଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଗଣତି ଓ ମରାମତି ଦାବିରେ ଏହି ସତ୍ୟାଗ୍ରହ ଆୟୋଜନ ହୋଇଛି। ସତ୍ୟାଗ୍ରହରେ ଦଳର ବହୁ ବରିଷ୍ଠ ନେତା ସାମିଲ ଥିବା ସୂଚନା ମିଳିଛି।