ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢିଲା

Nov 30, 2023 - 14:28
 79
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢିଲା

ଭୁବନେଶ୍ୱର :୩0/୧୧

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢିଲା। ଆଉ ୫ ବର୍ଷ ମାଗଣା ଚାଉଳ ଦେବେ କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟ୍‌ ରେ ଏହି କୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଉପକୃତ ହେବେ ୮୧ କୋଟି ୩୫ ଲକ୍ଷ ହିତାଧିକାରୀ।

2028 ଡିସେମ୍ବର ଯାଏଁ ମାଗଣା ଚାଉଳ ଯୋଗାଇବାକୁ କେନ୍ଦ୍ରର ନିଷ୍ପତ୍ତି।