ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ

Mar 12, 2024 - 20:45
 7
ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ବିଶାଖାପାଟଣା ଚାଲିଲା ଟ୍ରେନ୍। ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଓ ବିଜୟନଗରମରେ ରହିବ ଏହି ଟ୍ରେନ। ଦେଶରେ ୧୦ଟି ବନ୍ଦେ ଭାରତର ଲୋକାର୍ପଣ କଲେ କଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉଦଘାଟିତ ହୋଇଛି।