ଭୁବନେଶ୍ୱରରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ

May 31, 2024 - 23:17
 11
ଭୁବନେଶ୍ୱରରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କଣ୍ଟିନ୍ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 'ସିକ୍ରେଟ୍ସ ଅଫ୍ ଶିମିଳିପାଳ' ଓ 'ଆରିଏମ୍ସ' ନାମକ ପୁସ୍ତକ କିନିଲେ ମୁଖ୍ୟମନ୍ତ୍ରୀ। ଦୁଇଟି ପୁସ୍ତକ କିଣି ୨,୫୦୦ ଟଙ୍କା ଦେଲେ ନବୀନ। ନିର୍ବାଚନ ପ୍ରଚାର ପରେ ରିଲାକ୍ସ ହେବାକୁ ପୁସ୍ତକ କିଣିଥିବା କହିଲେ ମୁଖ୍ୟମନ୍ତ୍ରୀ। ବହି କିଣିବା ପରେ ସେ ଏକ ଛୋଟ ଝିଅ ସହିତ ସେଲଫି ନେଇଥିବା ଦେଖିବାକୁ ମିଳିଥିଲା।