ଜୁନ୍ ୨୦ ରେ ବାଚସ୍ପତି ନିର୍ବାଚନ

Jun 13, 2024 - 22:48
 12

ଭୁବନେଶ୍ୱର: ଜୁନ୍ ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ରଣେନ୍ଦ୍ର ପ୍ରତାପ ସ୍ଵାଇଁ କାମଚଳା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ନିଯୁକ୍ତ କଲେ ରାଜ୍ୟପାଳ ରଘୁବର ଦାସ। ଆସନ୍ତା ୧୮ ଓ ୧୯ ତାରିଖରେ ଶପଥ ନେବେ ନିର୍ବାଚିତ ବିଧାୟକ। ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି।