କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର: କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି । ଭୁବନେଶ୍ୱର ରାଜଭବନରେ ଶପଥ ନେଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଜୁନ୍ ୧୮ ଓ ୧୯ ତାରିଖରେ ଶପଥ ନେବେ ନିର୍ବାଚିତ ବିଧାୟକ। ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି। ଆସନ୍ତା ୨୦ ରେ ହେବ ବାଚସ୍ପତି ନିର୍ବାଚନ।