ଓଡ଼ିଶାରେ ବନ୍ଦ ହେବ ଡାନ୍ସ ବାର୍

Aug 23, 2024 - 18:53
 130

ଭୁବନେଶ୍ୱର: ଓଡ଼ିଶାରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ। ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ ବୋଲି କହିଛନ୍ତି ମନ୍ତ୍ରୀ।