ସୁଭଦ୍ରା ଯୋଜନାର ଏସଓପି ଘୋଷଣା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

Aug 23, 2024 - 18:54
 5

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଏସଓପି ଘୋଷଣା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୧ ବର୍ଷରୁ ଆରମ୍ଭ କରି ୬୦ ବର୍ଷରୁ କମ୍ ବୟସ୍କ ମହିଳା ପାଇବେ ସୁଭଦ୍ରା ଯୋଜନାର ଲାଭ। ସୁଭଦ୍ରା ଯୋଜନା ପାଇଁ ହେବ କଲ୍ ସେଣ୍ଟର । ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସ (ମାର୍ଚ୍ଚ ୮)ରେ ଦିଆଯିବ। ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରାଯିବ।