ଆଜିଠୁ ମା' ଙ୍କ ଷୋଡ଼ଶ ଉପଚାର ପୂଜା
ପୁରୀ: ଆଜିଠୁ ଆରମ୍ଭ ହେଉଛି ମା' ଙ୍କ ଷୋଡ଼ଶ ଉପଚାର ପୂଜା। ପୁରୀ ଶ୍ରୀମନ୍ଦିରରେ ଥିବା ମା' ବିମଳାଙ୍କ ପୂଜା। ମୂଳାଷ୍ଟମୀ ଅବସରରେ ମା' ଙ୍କୁ ଆବାହନ କରାଯିବ। ସହସ୍ରାକୁମ୍ଭାଭିଷେକ ପରେ ମା' ଙ୍କୁ ଆବାହନ କରାଯିବ। ୧୬ ଦିନ ଧରି ଚାଲିବ ବିଶେଷ ପୂଜାର୍ଚ୍ଚନା।