କଳାହାଣ୍ଡିରେ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଲାଭଟାରେ ପଥର ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ମୁକୁନ୍ଦ ପରାଭୋଇ ଓ ରାଜକୁମାରୀ ନାୟକ। ବସିଥିବା ବେଳେ ପାହାଡ଼ରୁ ଖସିଲା ପଥର।