ପଟାଙ୍ଗୀରେ ସର୍ବାଧିକ ବର୍ଷା ରେକର୍ଡ

Dec 6, 2023 - 19:33
 6

ଭୁବନେଶ୍ୱର: ଓଡ଼ିଶାରେ ୩୪ ଘଣ୍ଟାରେ ୬.୫ ମିମି ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀରେ ୧୦୬ ମିମି ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସରେ ରାଜ୍ୟରେ ୭.୫ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।