ଭିତରକନିକା-ଧାମରାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

Oct 23, 2024 - 18:04
 5
ଭିତରକନିକା-ଧାମରାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

ଭୁବନେଶ୍ଵର: ଓଡ଼ିଶାର ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା। କାଲି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ 'ଦାନା'। ବାତ୍ୟା 'ଦାନା' ମୁକାବିଲା ପାଇଁ ପଞ୍ଜାବରୁ ଆସିଲେ ଏନ୍ ଡି ଆର୍ ଏଫ୍ ଟିମ୍।