ଓଡ଼ିଶାରେ ବର୍ଷା ସହ ଘନ କୁହୁଡ଼ି ସତର୍କତା

Jan 6, 2024 - 17:20
 9

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ। ଦୁଇ ଦିନ ଉତ୍ତର - ପଶ୍ଚିମ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଜାନୁଆରୀ ୭ ତାରିଖ ଯାଏଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିବା ଆଶଙ୍କା।