ଲଘୁଚାପ ଘନୀଭୂତ, ଆସନ୍ତାକାଲି ଆବପାତ

May 23, 2024 - 17:33
 10

ଭୁବନେଶ୍ୱର: ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଲଘୁଚାପ। ଆସନ୍ତାକାଲି ଏହା ଅବପତାର ରୂପ ନେବା ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ଆଶଙ୍କା ରହିଛି। ଆସନ୍ତା ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତେବେ କେରଳରେ ମେ ୩୧ ଓ ଓଡ଼ିଶାରେ ଜୁନ୍ ୧୦ ପରେ ମୌସୁମୀ ପ୍ରବେଶ କରିବା ନେଇ ଆକଳନ କରାଯାଇଛି।