କଣ୍ଟାମାଳରେ ସାନି ମତଦାନ ଆରମ୍ଭ

May 23, 2024 - 17:31
 10
କଣ୍ଟାମାଳରେ ସାନି ମତଦାନ ଆରମ୍ଭ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳର ୨ଟି ବୁଥ୍ ରେ ଆରମ୍ଭ ହୋଇଛି ସାନି ମତଦାନ। ବୁଥ୍ ନମ୍ବର ୨୬ ଓ ୨୮ ରେ ଚାଲିଛି ପୁନଃ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଗତ ୨୦ ତାରିଖରେ ନିର୍ବାଚନୀ ହିଂସା ଯୋଗୁଁ ହୋଇପାରିନଥିଲା ମତଦାନ।