କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଛି। ଜବତ ବ୍ରାଉନ ସୁଗର ର ମୂଲ୍ୟ ୧ କୋଟି ଟଙ୍କା। ସୂଚନା ଅନୁଯାୟୀ, ୧ କିଲୋ ୮୦ ଗ୍ରାମ ବ୍ରାଉନ ସୁଗର ଜବତ କରି ଅଭିଯୁକ୍ତ ସୁଜିତ୍ କୁମାର ମହାନ୍ତିକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ର ସ୍ଵତନ୍ତ୍ର ଟାସ୍କ ଫୋର୍ସ।