ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୧୨ରୁ ଖୋଲିବ ଶ୍ରୀସେତୁ
ପୁରୀ: ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୧୨ରୁ ଖୋଲିବ ଶ୍ରୀସେତୁ। ପୁରୀ ଆସୁଥିବା ଲୋକ ସମଙ୍ଗ ମୌଜାରେ ଗାଡ଼ି ପାର୍କିଂ କରିବେ। ପରେ ଜଗନ୍ନାଥ ବଲ୍ଲଭ ପାର୍କିଂ ହେବ ଗାଡ଼ି। ଶ୍ରିଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ।
fingerprint news b... Feb 21, 2025 145
fingerprint news b... Nov 20, 2024 115
fingerprint news b... Oct 5, 2024 119
fingerprint news b... Mar 13, 2025 112
fingerprint news b... Jan 10, 2025 113
Join our subscribers list to get the latest news, updates and special offers directly in your inbox
ପୁରୀ: ସାଧାରଣ ଲୋକଙ୍କ ପାଇଁ ଜାନୁଆରୀ ୧୨ରୁ ଖୋଲିବ ଶ୍ରୀସେତୁ। ପୁରୀ ଆସୁଥିବା ଲୋକ ସମଙ୍ଗ ମୌଜାରେ ଗାଡ଼ି ପାର୍କିଂ କରିବେ। ପରେ ଜଗନ୍ନାଥ ବଲ୍ଲଭ ପାର୍କିଂ ହେବ ଗାଡ଼ି। ଶ୍ରିଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ।