ଭୁବନେଶ୍ବରରେ ଅଭିନବ ପ୍ରତିବାଦ କଲେ ଆଦିବାସୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅଭିନବ ପ୍ରତିବାଦ କଲେ ଆଦିବାସୀ। ପେସା ଆଇନ ଲାଗୁ କରିବା ଦାବିରେ ବିଭିନ୍ନ ପାରମ୍ପାରିକ ବାଜା ଓ ଅସ୍ତ୍ରଶସ୍ତ୍ର ଧରି ନାଚ ମାଧ୍ୟମରେ ଆଦିବାସୀ ମହାମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରାଯାଇଛି ।