ଭୁବନେଶ୍ୱର ବିମାନବନ୍ଦର ନିକଟରୁ ୮୦ କେଜି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ନିକଟରୁ ୮୦ କେଜି ସୁନା ଓ ଏକ କ୍ବିଣ୍ଟାଲରୁ ଅଧିକ ରୁପା ଜବତ କରିଛି ସିଟି- ଜି ଏସ ଟି ବିଭାଗ। ମୁମ୍ବାଇରୁ ଭୁବନେଶ୍ବର ଆସୁଥିଲା ସୁନା ଓ ରୁପା। ଦୁଇଟି ଗାଡ଼ି ଜବତ କରାଯାଇଛି ଓ ୪ଜଣଙ୍କୁ ଅଟକ ରଖିଥିବା ସୂଚନା।