ଖଲିସ୍ତାନି ଆତଙ୍କୀ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍, ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି

Nov 30, 2024 - 20:50
 7
ଖଲିସ୍ତାନି ଆତଙ୍କୀ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍, ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ଖଲିସ୍ତାନି ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଜଣାପଡ଼ିଛି। ଆସନ୍ତାକାଲି ଆକ୍ରମଣ ପାଇଁ ଧମକ ଦିଆଯାଇଛି। ଡିସେମ୍ବର ୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ନ କରିବାକୁ ଚେତାବନୀ ଦେଇଛି ପନ୍ନୁ। ଖବର ପାଇବା ପରେ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ୍।