ଇଣ୍ଡିଆ-ମିଡିଲ ଇଷ୍ଟ-ୟୁରୋପ କରିଡର ହେବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଣ୍ଡିଆ-ମିଡିଲ ଇଷ୍ଟ-ୟୁରୋପ କରିଡର ହେବ। ସିଳ୍କ ରୁଟ୍ ଭଳି ଇକୋନମିକ୍ କରିଡର ହେବ। ସେ କହିଛନ୍ତି ଯେ ଜି ୨୦ ର ସଫଳ ଆୟୋଜନ ଭାରତୀୟଙ୍କୁ ଖୁସି କରିଛି। ପର୍ଯ୍ୟଟନକୁ ନେଇ ଭାରତ ପ୍ରତି ଆକର୍ଷଣ ବୃଦ୍ଧି ପାଇଛି।