କେନାଲରୁ ବ୍ୟବସାୟୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Sep 24, 2023 - 18:01
 6
କେନାଲରୁ ବ୍ୟବସାୟୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ସାଲେପୁର ତହସିଲ ଅନ୍ତର୍ଗତ ଜିଗିନିପୁର ବଳସାହି ଛକ ୧୮ ନମ୍ବର କେନାଲରୁ ଜଣେ ବ୍ୟବସାୟୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ ଓ କାନରେ କ୍ଷତ ଚିନ୍ହ ଦେଖିବାକୁ ମିଲିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।