ଓଡ଼ିଶା ବିଧାନସଭା ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

Sep 21, 2023 - 10:42
 51
ଓଡ଼ିଶା ବିଧାନସଭା ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ପାଇଁ କରାଯିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ। ୬ ଜଣ ଅତିରିକ୍ତ ଡିସିପି, ୧୯ ଏସିପି ସହ ସିଡିଟିଭି ନଜରରେ ରହିବ ବିଧାନସଭା। ଏହି ସୂଚନା ଦେଇଛନ୍ତି ଡିସିପି ସୁନୀଲ ବଂଶଲ।