କଣାସରେ ପଶିଲା ବନ୍ୟା ପାଣି

Sep 21, 2023 - 10:46
 9
କଣାସରେ ପଶିଲା ବନ୍ୟା ପାଣି

ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋକନ୍ଦା ଓ ବଡାସ ପଂଚାୟତର ଏକାଧିକ ଗାଁରେ ପଶିଲା ବନ୍ୟା ଜଳ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଦୟା ନଦୀ। ମାସକ ତଳେ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଥିଲେ ଏହି ଅଞ୍ଚଳବାସୀ।