ବହି ଗୋଦାମରେ ବିସ୍ଫୋରଣ, ୩ ଗୁରୁତର

Mar 23, 2025 - 19:46
 5
ବହି ଗୋଦାମରେ ବିସ୍ଫୋରଣ, ୩ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଜନତାକୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ଫୋରଣ ହୋଇଛି। ଗୋଦାମରେ ନିଆଁ ଲାଗି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଛି। ବିସ୍ଫୋରଣରେ ଜଳିଗଲା ଲକ୍ଷାଧିକ ଟଙ୍କାର ବହି।