ଓଡ଼ିଶାରେ ବନ୍ୟା ପରିସ୍ଥିତି ନାହିଁ: ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

Sep 14, 2023 - 13:57
 7
ଓଡ଼ିଶାରେ ବନ୍ୟା ପରିସ୍ଥିତି ନାହିଁ: ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ‘ଓଡ଼ିଶାରେ ବନ୍ୟା ପରିସ୍ଥିତି ନାହିଁ, କେବଳ ନଦୀରେ ପାଣି ଆସିବ। ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଛି, ହେଲେ ଅଧିକ ନୁହେଁ। ହାରାହାରି ୩୭ ମିମି ବର୍ଷା ହୋଇଛି, ତଳ ମୁଣ୍ଡରେ ବର୍ଷା ନାହିଁ। ହୀରାକୁଦକୁ ୧ ଲକ୍ଷ ୩୦ କ୍ୟୁସେକ୍ ଜଳ ପଶୁଛି, ୨ ଲକ୍ଷ ନିଷ୍କାସିତ ହେଉଛି।ହୀରାକୁଦର ୧୦ ଗେଟ୍ ଖୋଲା ଯାଇଛି, ଆବଶ୍ୟକ ପଡ଼ିଲେ ଅଧିକ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।