ନାଳରେ ଭାସିଗଲେ ୩; ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

Sep 14, 2023 - 13:52
 6
ନାଳରେ ଭାସିଗଲେ ୩; ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭରସୁଜା ନିକଟ କୁଲାରୀ ନାଳରେ ଭାସିଯାଇଥିଲେ। ଅଗ୍ନିଶମ ବହିନୀ ଦ୍ୱାରା ଜଣେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ନିଖୋଜ ଅଛନ୍ତି। ମାଛ ଧରିବା ବେଳେ ଘଟିଥିଲା ଅଘଟଣ।