ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

Sep 13, 2023 - 19:17
 5
ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବଲାକିରାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଦୁଇ ସାଙ୍ଗ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ଷାରେ ଗଛ ତଳେ ୩ ଜଣ ସାଙ୍ଗ ଆଶ୍ରୟ ନେଇଥିବା ବେଳେ ଘଟିଥିଲା ଅଘଟଣ।