ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ରୁଚିକା ମାର୍କେଟ ସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ସମିତିତରଫରୁ ସାମୁହିକ ଦ୍ଵୀପ ଦାନ

Jun 6, 2023 - 16:30
 6

ଭୁବନେଶ୍ୱର ତା-06.06.2023

ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମାର ସଦଗତି ପାଇଁ  ତଥା ଆହତ ହେଇଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସାର୍ବଜନୀନ ଦୁର୍ଗାପୂଜା ସମିତି, ରୁଚିକା ମାର୍କେଟ,ବରମୁଣ୍ଡା ତରଫରୁ ସାମୁହିକ ଦ୍ଵୀପ ଅର୍ପଣ କରାଯାଇଥିଲା ।

       ଏଥିରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ୨୪ ନମ୍ବର ୱାର୍ଡର କର୍ପୋରେଟର ଦୀପକ ମିଶ୍ର ଏବଂ ୪୯ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟଙ୍କ ସମେତ ସାର୍ବଜନୀନ ଦୁର୍ଗାପୂଜା ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।